ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍
Niranjan Patnaik: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍ ।ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ରେଡ୍ ହେଉଥିବା ନେଇ ସୂଚନା ରହିଛି । ତେବେ କେଉଁ ମାମଲା ନେଇ ED ରେଡ୍ ହେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ଇଡି ରେଡ୍ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ବର୍ତ୍ତମାନ କୌଣସି ପ୍ରତିକ୍ରିୟା ମିଳିନାହିଁ ।













Click it and Unblock the Notifications