ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରେ ରେଡ୍
ED Raids Jharkhand CM Hemant Soren's Press Advisor: ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀଙ୍କ ଘରେ ରେଡ୍ । ସୋରେନଙ୍କ ପ୍ରେସ୍ ଉପଦେଷ୍ଟା ଅଭିଷେକ ପ୍ରସାଦଙଅକ ଘରେ ରେଡ୍ । ରାଞ୍ଚି ଓ ରାଜସ୍ଥାନର ୧୨ଟି ସ୍ଥାନରେ
ପ୍ରବର୍ତ୍ତନ ନିର୍ଦ୍ଦେଶାଳର ରେଡ୍ । ବେଆଇନ୍ ଖଣିକୁ ନେଇ ମନି ଲଣ୍ତରିଂ ମାମଲାରେ ଇଡିର ରେଡ୍ ।













Click it and Unblock the Notifications