Breaking News: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ପରେ ବର୍ତ୍ତମାନ ଅଡୁଆରେ ତାଙ୍କ ପରିବାର । ଆଜି ଇଡି ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କ ଦୂର ସମ୍ପର୍କୀୟଙ୍କ ଘରେ ରେଡ୍ କରିଥିବା ନେଇ ସୂଚନା ରହିଛି ।