ପୁଣି ଅଡ଼ୁଆରେ କେଜ୍ରିୱାଲ, ଆପ ନାଁରେ ବଡ ଅଭିଯୋଗ ଆଣିଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଇଥିବା ଚାର୍ଜସିଟରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ଏହି ଚାର୍ଜସିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ମଧ୍ୟ ରହିଛି । ସେପଟେ ଆପ୍ ଏବଂ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଅସୁବିଧା ଆହୁରି ବଢିବାରେ ଲାଗିଛି । କାରଣ ଦଳ ନାଁ ଆଉ ଏକ ସଂଗୀନ ଅଭିଯୋଗ ଆସିଛି ।

୨୦୨୨ ମଧ୍ୟରେ ଏଫସିଆରଏ, ଆରପିଏକୁ ଉଲ୍ଲଂଘନ କରି ବିଦେଶରୁ ପାଣ୍ଠି ପାଇଥିଲା। ନିୟମ ଅନୁସାରେ ରାଜନୈତିକ ଦଳଗୁଡ଼ିକ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବେ ନାହିଁ। ଆମ୍ ଆଦମୀ ପାର୍ଟିକୁ କାନାଡା, ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସାଉଦି ଆରବ, ୟୁଏଇ, କୁଏତ, ଓମାନ ଏବଂ ଅନ୍ୟାନ୍ୟ ଦେଶରୁ ପାଣ୍ଠି ମିଳିଛି।

Arvind Kejriwal

ଇଡି ଗୃହ ମନ୍ତ୍ରାଳୟକୁ କହିଛି ଯେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ବିଦେଶୀ ପାଣ୍ଠି ଉପରେ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ଆମ୍ ଆଦମୀ ପାର୍ଟି ନିଜ ଆକାଉଣ୍ଟକୁ ଟଙ୍କା ଦେଉଥିବା ଲୋକଙ୍କ ପରିଚୟ ଲୁଚାଇଛି। ଏହି ବିଦେଶୀ ପାଣ୍ଠି ସିଧାସଳଖ ଆଇଡିବିଆଇ ବ୍ୟାଙ୍କରେ ଖୋଲାଯାଇଥିବା ଆମ୍ ଆଦମୀ ପାର୍ଟିର ଆକାଉଣ୍ଟକୁ ଆସିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+