ହେମନ୍ତଙ୍କ ବାସଭବନରେ ପସିଲା ଇଡି

ED Arrives At Jharkhand CM's House: ଝାଡଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପସିଲା ଇଡି । ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଞ୍ଚିସ୍ଥିତ ବାସଭବନରେ ପହଞ୍ଚି ଜେରା କରୁଛି ଇଡି । ଜେରା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଝାଡଖଣ୍ତ ମୁଖ୍ୟମନ୍ତ୍ରୀଙ୍କ ଘରେ ବାହାରେ ୧ ହାଜାରରୁ ଏଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଞ୍ଚୀର ବରିଷ୍ଠ ପୋଲିସ ଅଧିକ୍ଷକ ଚନ୍ଦନ କୁମାର ସିହ୍ନା ।

 Hemant Soren

ସୂଚନା ଅନୁସାରେ, ପୂର୍ବରୁ ୭ଥର ସମନ ଜାରି କରାଯିବା ପରେ ମଧ୍ୟ ହେମନ୍ତ ସୋରେନ ଇଡିରେ ହାଜର ହୋଇନଥିବାରୁ ଆଜି ଇଡି ତାଙ୍କ ଘରେ ପହଞ୍ଚି ଜେରା ଆରମ୍ଭ କରିଛି । ଇଡିର ଏକ ଟିମ ସହ ୩ ଜଣ ତଦନ୍ତକାରୀ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ହେମନ୍ତ ସୋରେନ୍‌ଙ୍କ ଘରେ ଇଡି ହହଞ୍ଚିବା ପରେ ଝାଡଖଣ୍ତରେ ହାଇ ଭୋଲଟେଜ ଡ୍ରାମା ଆରମ୍ଭ ହୋଇଯାଇଛି ।

ସିଏମ୍ ସୋରେନ୍ ଡିସେମ୍ବର 31, 2023ର ସପ୍ତମ ତଥା ଶେଷ ସମନ ସମୟସୀମା ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇ ନାହାଁନ୍ତି, ତେଣୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାର ଚର୍ଚ୍ଚା ହେଉଛି। ସେହିପରି ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଦାବି କରାଯାଉଥିଲା । ଯେଉଁଥି ପାଇଁ ବିନା କାରଣରେ ସର୍ଫରାଜ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+