ଝାଡଖଣ୍ତ ମନ୍ତ୍ରୀ ଆଲାମଗିର ଆଲାମଙ୍କୁ ଗିରଫ କଲା ଇଡି

Jharkhand minister Alamgir Alam: ଝାଡଖଣ୍ତ ମନ୍ତ୍ରୀ ଆଲାମଗିର ଆଲାମଙ୍କୁ ଗିରଫ କଲା ଇଡି । ତଦନ୍ତରେ ସହଯୋଗ ନକରିବାରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ଦାବି କରାଯାଉଛି । କିଛି ଦିନ ପୂର୍ବରୁ ତାଙ୍କ ଚାକର ଘରୁ କୋଟି ଟଙ୍କା ଜବତ କରାଯାଇଥିଲା । ଆଜି ED ଆଲାମଗିର ଆଲାମଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା । ଯାହା ପରେ ତାଙ୍କୁ ଗିରଫ କରାଯାଇଛି ।

Jharkhand minister Alamgir Alam
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+