ଇସିଆଇର ନୂଆ ଆପ୍‌, ଏଣିକି ଗୋଟିଏ ଜାଗାରେ.....

ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ବାଚନ ଆୟୋଗ ପକ୍ଷରୁ ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଜାରି କରାଯାଇଛି, ଯେଉଁଥିରେ ନିର୍ବାଚନ ସହ ଜଭିତ ସମସ୍ତ ଡାଟା ଗୋଟିଏ ସ୍ଥାନରେ ମିଳିବ। ନିର୍ବାଚନ ଆୟୋଗର ଏହି ପଦକ୍ଷେପରେ କୋଟି କୋଟି ଭୋଟର୍ସ, ନିର୍ବାଚନ ଅଧିକାରୀ ଏବଂ ଭିନ୍ନ ଭିନ୍ନ ନିର୍ବାଚନ ଦଳର ନେତାମାନଙ୍କୁ ସୁବିଧା ମିଳିବାକୁ ଯାଉଛି।

ଇସିଆଇର ଏହି ନୂଆ ଡିଜିଟାଲ ପ୍ଲାଟଫର୍ମ ଅନେକ କାମକୁ ଖୁବ ସହଜ କରିବାକୁ ଯାଉଛି। ନିର୍ବାଚନ ଆୟୋଗ ପକ୍ଷରୁ ECINET ନାମକ ଏକ ସିଙ୍ଗଲ ପ୍ଲାଟଫର୍ମ ଲଞ୍ଚ କରାଯାଇଛି। ସାରା ଦେଶରେ କୋଟିକୋଟି ଲୋକେ ଏହି ପ୍ଲାଟଫର୍ମର ବ୍ୟବହାର ଆପ ଏବଂ ୱେ ମାଧ୍ୟରେ କରିପାରିବେ।

eci
ଏହି ପ୍ଲାଟଫର୍ମ ସାହାଯ୍ୟରେ ନିର୍ବାଚନ ସମ୍ବନ୍ଧୀୟ ଅନେକ ଗୁଡ଼ିଏ କାମକୁ ଗୋଟିଏ ସ୍ଥାନରେ କରାଯାଇପାରିବ। ଏହି ଘଟଣାର ସୂଚନା ପୋଲ ପ୍ୟାନେକ ପକ୍ଷରୁ ରବିବାର ଦିନ ଦିଆଯାଇଛି। ECINET ନିର୍ବାଚନ ସହ ଜଡ଼ିତ ଅନେକ ଗୁଡ଼ିଏ କାମକୁ ସହଜ କରିବା ସହ ବିଭିନ୍ନ ଆପ୍ସ ଏବଂ ୱେବରେ ମିଳୁଥିବା କିଛି ୪୦ ସର୍ଭିସକୁ ବର୍ତ୍ତମାନ ଗୋଟିଏ ସ୍ଥାନରେ ଆକ୍ସେସ କରିବ।

ECINET ରେ ୟୁଜର୍ସ Voter Helpline, Voter Turnout, CVIGIL, Suvidha 2.0, ESMS, Saksham और KYC App ଏବଂ କାମକୁ ଖୁବ ସହଜରେ କରିପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+