ମୋନ୍ଥା ପାଇଁ ୪୨ ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଲୱେ

ମୋନ୍ଥା ପାଇଁ ୪୨ ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଲୱେ । ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବଡ଼ ପଦକ୍ଷେପ । ୪୨ ଟ୍ରେନ୍ ବାତିଲ୍, ୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ । ଆଉ ୮ଟି ଟ୍ରେନ୍‌ର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି । ପ୍ରମୁଖ ଟ୍ରେନ୍ ମଧ୍ୟରୁ ଆଜି କୋଣାର୍କ ଏକ୍ସପ୍ରେସ୍ ବାତିଲ୍ । ପଲାସା, ଖୋର୍ଦ୍ଧା ରୋଡ୍, ଭୁବନେଶ୍ବରରେ ହେଲ୍‌ପ ଡେସ୍କ। ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ରୋଡ୍‌ରେ ହେଲ୍‌ପ ଡେସ୍କ। ଦୁଭାଡ଼ା ଓ ରାୟଗଡ଼ାରେ ବି ଖୋଲିଛି ହେଲ୍‌ପ ଡେସ୍କ ।

East Coast Railway
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+