ଥରିଲା ଜମ୍ମୁ-କଶ୍ମୀର-ଗୁଜରାଟ,ରିକ୍ଟର ସ୍କେଲରେ ତୀବ୍ରତା .....

ଜମ୍ମୁ କଶ୍ମୀର ଏବଂ ଗୁଜରାଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୪ ରହିଥିବା ଜଣାପଡିଛି । ସେହିପରି ଜମ୍ମୁରେ ଭୂକମ୍ପର ତୀବ୍ରତା ୨.୭ ରହିଛି । ସେହିପରି ଲେହ-ଲଦାଖରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯେଉଁଥିରେ ଭୂକମ୍ପର ତୀବ୍ରତା ୩.୯ ରହିଛି ।

Earthquake

ତେବେ ଭୂକମ୍ପରେ କ୍ଷୟକ୍ଷତିଜନିତ କିଛି ଆକଳନ କରାଯାଇନାହିଁ । ଭୂକମ୍ପ ଝଟକା ପାଇବା ପରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+