ଭୂମିକମ୍ପ ଝରକାରେ ଥରିଲା ରାଜଧାନୀ ଦିଲ୍ଲୀ
ସୋମବାର ସକାଳେ ରାଜଧାନୀ ଦିଲ୍ଲୀରୁ ଅଳ୍ପ ଦୂରରେ ଥିବା ରେୱାଡ଼ିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ରେୱାଡ଼ିରେ ୫ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୮ ରେକର୍ଡ କରାଯାଇଛି ।













Click it and Unblock the Notifications