ଭୂକମ୍ପରେ ଥରିଲା ରାଜସ୍ଥାନ, ରିକ୍ଟର ସ୍କେଲରେ ତୀବ୍ରତା ୩.୬

ରାଜସ୍ଥାନର ବିକାନେରରେ ରବିବାର ଦ୍ୱିପ୍ରହରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ବୀକାନେରରୁ ୭୨ କିମି ଦୂର ଜସରାସରର ମହରାମସରରେ ଥିଲା।

earthquake

ପାଣିପାଗ ବିଭାଗ ଅନୁଯାୟୀ, ବୀକାନେର ଏବଂ ଆଖପାଖର କିଛି ଅଞ୍ଚଳରେ ଦ୍ୱିପ୍ରହର ୧୨ଟା ୫୮ରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଛି। ଭୂମିକମ୍ପର କେନ୍ଦ୍ର ଭୂମିରୁ ୧୦ କିମି ନିମ୍ନରେ ଜାରି କରାଯାଇଛି। ନେସନାଲ ସେଣ୍ଟର ଫର ସେସ୍ମିଲୋଜୀର ୱେବସାଇଟ ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ର ବୀକାନେରରେ ଘଟିଥିଲା। ରିକ୍ଟର ସ୍କେଲରେ ଏହି ତୀବ୍ରତା ୩.୬ ମପାଯାଇଛି। ଏହା ଅଜମେରରୁ ୧୬୯ କିମି ଉତ୍ତର-ପଶ୍ଚିମରେ ଥିଲା। ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+