Get Updates
Get notified of breaking news, exclusive insights, and must-see stories!

ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ,ରିକ୍ଟର ସ୍କେଲରେ ୩.୨ ତୀବ୍ରତା ରେକର୍ଡ

ଭାରତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସକାଳ ପ୍ରାୟ ୫.୩୫ ମିନିଟରେ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୨ ରହିଥିବା ଜଣାପଡିଛି । ଏଥି ସହିତ ଭୂକମ୍ପର କେନ୍ଦ୍ର ଅକ୍ଷାଂଶ ୨୭.୫୬N ଏବଂ ଦ୍ରାଘିମା ୯୩.୫୫Eରେ ରହିଥିଲା । ଏହା ବ୍ୟତୀତ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରତାରେ ଥିବା ସୂଚନା ମିଳିଛି ।

Earthquake of magnitude 3 2 strikes Arunachal Pradesh

ସୂଚନାଯୋଗ୍ୟ, ଅରୁଣାଞ୍ଚଳ ପ୍ରଦେଶ ପୂର୍ବରୁ ଅର୍ଥାତ୍ ଜୁଲାଇ ୨୮ ତାରିଖରେ ତିରଫ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୫ ଥିଲା । ସନ୍ଧ୍ୟା ୬.୩୬ ମିନିଟରେ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ର ୭ କିଲୋମିଟର ଗଭୀରତାରେ ଥିଲା । ୨୭ ଜୁଲାଇରେ ମଧ୍ୟ ବିଚୋମରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୨.୮ ରହିଥିଲା । ରାତି ୧୧.୪୩ ମିନିଟରେ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ୫ କିଲୋମିଟର ଗଭୀରତାରେ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+