ଭୂକମ୍ପ ଝଟକାରେ ଥରିଲା ଲେହ-ଲଦାଖ
Earthquake In Ladakh: ମଙ୍ଗଳବାର ସକାଳ 4:30 ସମୟରେ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଲେହ-ଲଦାଖରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.5 ଏବଂ ଜାମ୍ମୁ କଶ୍ମୀରରେ 3.7 ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଜାରି କରାଯାଇଛି ।

Earthquake of Magnitude:4.5, Occurred on 26-12-2023, 04:33:54 IST, Lat: 34.73 & Long: 77.07, Depth: 5 Km ,Location: Leh, Ladakh, India for more information Download the BhooKamp App https://t.co/IgR3VZl9Nm@Dr_Mishra1966 @KirenRijiju @ndmaindia @Indiametdept pic.twitter.com/llbbybAHbq
— National Center for Seismology (@NCS_Earthquake) December 25, 2023












Click it and Unblock the Notifications