Earthquake News: ହରିୟାଣାର ସିର୍ସା ଠାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 3.2 ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଗୁରୁବାର ଅପରାହ୍ନ 6:10 ରେ ଏହି ଭୂକମ୍ପ ହୋଇଛି ।