Get Updates
Get notified of breaking news, exclusive insights, and must-see stories!

Earthquake in Ladakh: ଲଦାଖରେ ଭୂକମ୍ପ ଝଟକା

Earthquake in Ladakh: ଶନିବାର ଅର୍ଥାତ୍ 2 ଡିସେମ୍ବର 2023 ସକାଳେ ଲଦାଖରେ ଭୂକମ୍ପ କମ୍ପନ ଘଟିଛି । ଏହାର ତୀବ୍ରତା ରିକ୍ଟକ ସ୍କେଲରେ 3.4 ରେକର୍ଡ କରାଯାଇଛି । କମ୍ ତୀବ୍ରତା ହେତୁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନଥିବା ନେଇ ସୂଚନା ରହିଛି ।

Earthquake_Ladakh

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ସକାଳ 8.25 ରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ରସ୍ଥଳ 35.44 ଡିଗ୍ରୀ ଅକ୍ଷାଂଶ ଏବଂ 77.36 ଡିଗ୍ରୀ ଦ୍ରାଘିମାରେ ଭୂପୃଷ୍ଠଠାରୁ 10 କିଲୋମିଟର ତଳେ ଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+