ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟକା
ଜମ୍ମୁ-କଶ୍ମୀର କୁପୱାଡା ଜିଲ୍ଲାରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ, ମଧ୍ୟାହ୍ନ ପ୍ରାୟ ୧ଟା ୩୯ ମିନିଟରେ ଅନୂଭୂତ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଭୂ-ଗର୍ଭର ୫ କିଲୋମିଟର ତଳେ ସୃଷ୍ଟି ହୋଇଥିଲା । ଏହି ଭୂମିକମ୍ପର ଉତ୍ପତି ସ୍ଥଳ ୩୪.୬୮ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୭୪.୩୯ ପୂର୍ବ ଦ୍ରାଘିମାରେ ଥିବା ଏନସିଏସ୍ ସୂଚିତ କରିଛନ୍ତି ।

ଜମ୍ମୁ କୁପୱାଡା ଏବଂ ଡୋଡା ଜିଲ୍ଲାରେ ଭୂକମ୍ପ ଯୋଗୁଁ ସ୍ଥାନୀୟ ଲୋକ ଚିନ୍ତାରେ ରହିଛନ୍ତି । ପୁଞ୍ଚ ଜିଲ୍ଲାରେ ଆସିଥିବା ବନ୍ୟା ଗୁଁ ଲୋକଙ୍କ ସମସ୍ୟା ବଢିଛି ।












Click it and Unblock the Notifications