Get Updates
Get notified of breaking news, exclusive insights, and must-see stories!

ଭୂକମ୍ପ ଝଟକାରେ ଥରିଲା ଗୁଜୁରାଟ, ରିକ୍ଟର ସ୍କେଲରେ ୩.୦ ତୀବ୍ରତା ରେକର୍ଡ

ଗୁଜୁରାଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ପ୍ରତ୍ୟୁଷରେ ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ଗାନ୍ଧୀନଗର ଭୂକମ୍ପ ଗବେଷଣା ପ୍ରତିଷ୍ଠାନ ଅନୁଯାୟୀ, ଭୋର ୩:୦୬ ସମୟରେ ଏହି ଅଞ୍ଚଳରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ।

Gujarat

ଏହି ଭୂମିକମ୍ପର ତୀବ୍ରତା ୩.୦ ଥିବା ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ସୌରାଷ୍ଟ୍ରର ପ୍ରାୟ ୧୫ କିଲୋମିଟର ଉତ୍ତର-ଉତ୍ତରପୂର୍ବରେ ଅବସ୍ଥିତ ଥିଲା । ଏହାର ଭୌଗାଳିକ ଅବସ୍ଥିତି ୨୧.୧୮୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୦.୫୪୬ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+