ଗୁଜୁରାଟ ଜାମନଗରରେ ଭୂମିକମ୍ପ, ତୀବ୍ରତା 4.3
ଗୁରୁବାର ସନ୍ଧ୍ୟାରେ ଗୁଜରାଟର ଜାମନଗର ସହରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିଆକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.3 ରେ ମାପ କରାଯାଇଥିଲା ।
ଜାମନଗର: ଗୁରୁବାର ସନ୍ଧ୍ୟାରେ ଗୁଜରାଟର ଜାମନଗର ସହରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିଆକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.3 ରେ ମାପ କରାଯାଇଥିଲା । ଭୂମିକମ୍ପ ପରେ ସ୍ଥାନୀୟ ଲୋକମାନେ ଘରୁ ବାହାରି ନିଜକୁ ବଞ୍ଚାଇବା ପାଇଁ ରାସ୍ତାରେ ଯାଇଥିଲେ।

ଜାମନଗରରେ କର୍ତ୍ତୃପକ୍ଷ ସୂଚନାଅନୁସାରେ ଏପର୍ଯ୍ୟନ୍ତ କୌଣସି ପ୍ରାଣ ହରାଇ ନାହାଁନ୍ତି କିମ୍ବା ସମ୍ପତ୍ତିରେ ଗୁରୁତର କ୍ଷତି ହୋଇନାହିଁ ।












Click it and Unblock the Notifications