ଦିଲ୍ଲୀ ଏନସିଆରରେ ମୃଦୁ ଭୂକମ୍ପ:ରିକ୍ଟର ସ୍କେଲରେ ତୀବ୍ରତା ୪.୪ ମପାଯାଇଛି

Earthquake: ଦିଲ୍ଲୀ ଏନସିଆରରେ ମୃଦୁ ଭୂକମ୍ପ: ଉତ୍ତରପ୍ରଦେଶର ମୁଜାଫରନଗର ଭୂମିକମ୍ପର କେନ୍ଦ୍ରସ୍ଥଳ ।

Earthquake

Earthquake: ଦିଲ୍ଲୀ-ଏନସିଆର, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ହରିୟାଣାର ଅନେକ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ ମପାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ରହିଛି । ଭୂକମ୍ପ କେନ୍ଦ୍ର ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ରହିଥିବା ନେଇ ସୂଚନା ରହିଛି । ତେଣୁ ନେପାଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆରରେ ଭୂକମ୍ପର କମ୍ପନ ଅତି ସାମାନ୍ୟ ଥିଲା । କୌଣସି ସ୍ଥାନରୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ସାମ୍ନାକୁ ଆସିନାହିଁ ।

ଏଠାରେ ଦିନ ୧.୩୦ରେ ଭୂକମ୍ପ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ର ଉତ୍ତରପ୍ରଦେଶର ପିଥୋରାଗଡଠାରୁ ୧୪୩ କିଲୋମିଟର ପୂର୍ବରେ ଥିଲା ଏବଂ ଏହାର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।

ଜଳବାୟୁ ପରିବର୍ତ୍ତନ ଫଳରେ ବାରମ୍ବାର ବିଶ୍ୱରେ ଭୂକମ୍ପ ଅନୁଭୂତ ହେଉଥିବା ନେଇ ଆଶଙ୍କା କରାଯାଉଛି । ବାରମ୍ବାର ଭୂମିକମ୍ପ ପାଇଁ ସାରା ବିଶ୍ୱର ଲୋକ ମାନେ ଏବେ ଭୟବିତ୍ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+