ଭୂକମ୍ପରେ ଥରିଲା ଆସାମ; ଲୋକେ ଭୟଭୀତ

ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା NCSପକ୍ଷରୁ ମିଳିଛି । ଏଥିରେ କାହାର କ୍ଷୟକ୍ଷତି ଘଟି ଥିବା ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Earthquake

ସୂଚନାନୁଯାୟୀ, ଆସାମରେ ଭୂକମ୍ପ ମଙ୍ଗଳବାର ସକାଳ ପ୍ରାୟ ୯.୨୨ ରେ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୨୫ କିଲୋମିଟର ଗଭୀରତାରେ ରହିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ୨୬.୫୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ୯୩.୧୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । ଯାହା ପରେ ଭୟରେ ଲୋକେ ଘରୁ ବାହାରକୁ ଦୌଡିବା ଆରମ୍ଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+