ଆଜିଠୁ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀଙ୍କ ଉପହାର ଗୁଡ଼ିକର ଇ-ନିଲାମି ପ୍ରକ୍ରିୟା

ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନରେନ୍ଦ୍ର ମୋଦୀ ପାଇଥିବା ୧ ହଜାର ୩୦୦ରୁ ଊର୍ଦ୍ଧ୍ବ ଉପହାର ଗୁଡ଼ିକର ଆଜିଠାରୁ ଅନ୍‌ଲାଇନ୍‌ରେ ନିଲାମ ପ୍ରକ୍ରିୟା ଆରମ୍ଭହୋଇଛି । ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଉପହାର ଇ-ନିଲାମି ପ୍ରକ୍ରିୟାର ସପ୍ତମ ସଂସ୍କରଣ ସ୍କରଣରେ ଉଦ୍‌ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହି ଉପହାରଗୁଡ଼ି ଏହାରଗୁଡ଼ିକ ମଧ୍ୟରେ ବିଭିନ୍ନ ପଟ୍ଟଚିତ୍ର, ହସ୍ତଶିଳ୍ପ, ଭାସ୍କର୍ଯ୍ୟ, ଦେବୀଦେବତ । ମାନଙ୍କର ପ୍ରତୀମୂର୍ତ୍ତି ତଥା ବିଭିନ୍ନ ଖେଳ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି ।

E-auction

ଏହି ଇ-ନିଲାମି ପ୍ରକ୍ରିୟାରେ ମିଳିବାକୁ ଥିବା ଅର୍ଥ ଗୁଡ଼ିକୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଯେପରିକି ନମାମି ଗଙ୍ଗେ ମିଶନ୍ ଗୁଡ଼ିକରେ ଖର୍ଚ୍ଚ କଟ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଗତ ନିଲାମି ପ୍ରକ୍ରିୟାରେ ସରକାର ୫୦ କୋଟିରୁ ଊର୍ଦ୍ଧ୍ବ ଅର୍ଥ ପାଇଥିବା ଶ୍ରୀ ସୂଚନା ଦେଇଛନ୍ତି ।

ସଂସ୍କୃତି ମନ୍ତ୍ରଣାଳୟ କହିଛି, ଏହି ଇ-ନିଲାମି ପ୍ରକ୍ରିୟା ଆସନ୍ତାମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ନିଲାମି ପ୍ରକ୍ରିୟାରେ ନଟରାଜ ଭଗବାନଙ୍କ ମେଟାଲିକ୍ ପ୍ରତୀମୂର୍ତ୍ତି, ରାମଦରବାରର ତାଞ୍ଜର ପଟ୍ଟଚିତ୍ର, ହାତତିଆରି ନାଗ ଚଦର ଆଦି ଅନ୍ତର୍ଭୁକ୍ତ ରହିଛି । କ୍ରୀଡ଼ା କ୍ଷେତ୍ରରେ ଭାରତର ପାରାକ୍ରୀଡ଼ାବିତ୍ ପ୍ୟାରିସ୍ ପାରା ଅଲିମ୍ପିକ୍‌ରେ ଅଂଶଗ୍ରହଣ କରି ପାଇଥିବା ଉପହାର ମଧ୍ୟ ଏଥିରେ ସାମିଲ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+