ରିଙ୍ଗ ଭିତରେ ବକ୍ସରଙ୍କ ମୃତ୍ୟୁ , ଆୟୋଜନକାରୀ ଓ ପ୍ରତିଦ୍ୱନ୍ଦୀ ଖେଳାଳୀଙ୍କ ବିରୋଧରେ ମାମଲା ରୁଜୁ

During BOXING MATCH Nikhil suffered a major blow from the rival contestant and collapsed inside the boxing ring.ରିଙ୍ଗ ଭିତରେ ବକ୍ସରଙ୍କ ମୃତ୍ୟୁ

ବେଙ୍ଗାଲୋର: ଖେଳ ସମୟରେ ଅନେକ ସମୟରେ ଦୁର୍ଘଟଣା ଘଟିଥିବାର ତ ଆପଣମାନେ ଦେଖିଥିବେ । ଏବେ ପୁଣି ଏମିତ ଏକ ଘଟଣା ଦେଖିବା ପାଇଁ ମିଳିଛି ବେଙ୍ଗଲୋରରେ ।ବକ୍ସିଂ ଖେଳିବା ସମୟରେ ରିଙ୍ଗରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନିଖିଲି ନାମ ଜଣେ ବକ୍ସରଙ୍କର ମୃତ୍ୟୁ ଖେଳିବା ସମୟରେ ଆଘାତ ଲାଗିବା କାରଣରୁ ହୋଇଛି ।

Bengaluru

ତେବେ ଚଳିତ ମାସ ୧୦ତାରିଖରେ ବେଙ୍ଗାଲୋରର ଜନାଭରତୀ ପୋଲିସ୍ ଷ୍ଟେସନ ଅଞ୍ଚଳରେ ବକ୍ସିଂ ମ୍ୟାଚର ଆୟୋଜନ କରାଯାଇଥିଲା । ଯେଉଁଥିରେ ନବୀନଙ୍କ ଅପୋସିଟରେ ଖେଳୁଥିଲେ ନିଖିଲ ନାମକ ବ୍ୟକ୍ତି ।ରିଙ୍ଗ ଭିତରେ ଖେଳିବା ସମୟରେ ନବୀନ ନିଖିଲଙ୍କୁ ପଞ୍ଚ ମାରିଥିଲେ । ଯାହାପରେ ସେ ହଟାତ୍ ତଳେ ପଡିଯାଇଥିଲେ ଯେତେବେ ଉଠାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ଉଠିନଥିଲେ ।ତାଙ୍କୁ ତୁରନ୍ତ ଡାକ୍ତରଖାନ ନିଆଯାଇଥିଲା ଯେଉଁଠି ସେ ୨ଦିନ କୋମାରେ
ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବର୍ତ୍ତମାନ ଏହି ମାମଲାରେ ବେଙ୍ଗାଲୋର ପୋଲିସ ପକ୍ଷରୁ ଆୟୋଜନକାରୀ ଓ ପ୍ରତିଦ୍ୱନ୍ଦୀ ଖେଳାଳୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+