ଭାଇ ଦୂଜ ପୂର୍ବରୁ ରେଖା ସରକାର କଲେ ବଡ଼ ଘୋଷଣା, ଦିଲ୍ଲୀର ମହିଳା ଏବଂ ଟ୍ରାନ୍ସଜେଣ୍ଡର .....
ଭାଇ ଦୂଜ ପୂର୍ବରୁ ଦିଲ୍ଲୀର ମହିଳା ଏବଂ ଟ୍ରାନ୍ସଜେଣ୍ଡର ଯାତ୍ରୀ ଖୁବଶୀଘ୍ର ଏକ ନୂଆ ଡିଜିଟାଲ ସୁବିଧାର ଲାଭ ଉଠାଇପାରିବେ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାର ରାଜଧାନୀରେ ମହିଳାଙ୍କୁ ସଶକ୍ତିକରଣ ଏବଂ ସୁରକ୍ଷିତ ଯାତ୍ରାକୁ ଗୁରୁତ୍ବ ଦେବା ଲାଗି ଖୁବଶୀଘ୍ର 'ସହେଲୀ ପିଙ୍କ୍ କାର୍ଡ଼' ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି କାର୍ଡ଼ ମହିଳା ଏବଂ ଟ୍ରାନ୍ସଜେଣ୍ଡର ଯାତ୍ରୀଙ୍କୁ ଡିଟିସି ବସରେ ମାଗଣା ଯାତ୍ରାର ସୁବିଧା ଦେବ ଏବଂ ଭବିଷ୍ୟତରେ ମେଟ୍ରୋରେ ବି ଏହାର ବ୍ୟବହାର କରାଯାଇପାରେ ।

ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗର ଅଧିକାରୀଙ୍କ ଅନୁସାରେ ଏହି ପିଙ୍କ୍ କାର୍ଡ଼ ରାଷ୍ଟ୍ରୀୟ ସାମାନ୍ୟ ଗତିଶୀଳତା କାର୍ଡ଼ ଉପରେ ଆଧାରିତ ହେବ । ଏହାର ଅର୍ଥ କି ଏହି ଗୋଟିଏ କାର୍ଡ଼୍ ଦିଲ୍ଲୀର ବସ୍, ମେଟ୍ରୋ ଏବଂ ଅନ୍ୟ ସାର୍ବଜନିକ ସରକାରୀ ପରିବହନରେ ଚାଲିପାରିବ । ଅଧିକାରୀମାନେ କହିଛନ୍ତି କି, 'ସହେଲୀ ପିଙ୍କ୍ କାର୍ଡ଼'ର ଶୁଭାରମ୍ଭ ଭାଇ ଦୂଜ ପାଖାପାଖି ହେବ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ ।
ସରକାରଙ୍କ କହିବା ଅନୁସାରେ ଏହି କାର୍ଡ଼ରେ ଯାତ୍ରା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଏବଂ ପାରଦର୍ଶୀ ହେବ । ପ୍ରଥମେ ଡିଟିସି ବସରେ ମାଗଣା ଯାତ୍ରା ଲାଗି କାଗଜର ଟିକେଟ ଦିଆଯାଉଥିଲା । କିନ୍ତୁ ଏବେ ସବୁ ବସରେ କାର୍ଡ଼ ରିଡିଂ ମେଶିନ ଲାଗି ଯାଇଛି । କ୍ଲଷ୍ଟର ବସରେ ବି ଏହି ସୁବିଧା ଖୁବଶୀଘ୍ର ଆରମ୍ଭ ହେବ
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications