ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ନିୟମ ୨୦୨୫ ନାଗରିକମାନଙ୍କୁ ସୁ-ଶାସନ ପ୍ରଦାନ କରିବାକୁ ପ୍ରାଥମିକତା ଦେଉଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ନିୟମ ୨୦୨୫ ନାଗରୀକମାନ ନଙ୍କୁ ସୁ-ଶାସନ ପ୍ରଦାନ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରାଥମିକତା ଦେଇଛି । ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କରିଥିବା ଏକ ପୋଷ୍ଟକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, ଏହି ନିୟମ ବ୍ୟକ୍ତିଗତ ଡାଟା ସୁରକ୍ଷାରେ ଅତ୍ୟନ୍ତ କ୍ରିୟାଶୀଳ ଭାବେ କାର୍ଯ୍ୟ କରିବ ।

ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ନିୟମ ନାଗରିକଙ୍କ ଡିଜିଟାଲ ବ୍ୟକ୍ତିଗତ ଡାଟ ଡାଟାର ସୁରକ୍ଷା ସୁନିଶ୍ଚିତ କରିବାକୁ ସହାୟକ ହେଉଛି । ମନ୍ତ୍ରଣାଳୟ ମାଇଗଭ ଗଭ୍ ପ୍ଲାଟଫର୍ମ ମାଧ୍ଯମରେ ଆସନ୍ତା ମାସ ୧୮ ତାରିଖ ପର୍ଯ୍ୟନ୍ତ ଜନସାଧାରଣମାନଙ୍କ ପାଖଟୁ ପାଖରୁ ଏହି ଡ୍ରାଫ୍ଟ ଉପରେ ମତାମତ ଆହ୍ବାନ କରିଛନ୍ତି ।












Click it and Unblock the Notifications