ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କହିଲେ ଇଭିଏମ୍ ତଥ୍ୟ.....

ଇଭିଏମ୍ ଯାଞ୍ଚ ସଂକ୍ରାନ୍ତ ଏକ ପିଟିସନ୍ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏହା ସହିତ ନିକଟରେ ହୋଇଥିବା ନିର୍ବାଚନ ସଂପର୍କିତ ତଥ୍ୟ ଇଭିଏମରୁ ନ ଲିଭାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ପକ୍ଷରୁ ଦାଖଲ କରାଯାଇଥିବା ଆବେଦନରେ ଦାବି କରାଯାଇଛି ଯେ ଇଭିଏମର ବର୍ନଟ୍ ମେମୋରି ଯାଞ୍ଚ ପାଇଁ ଏକ ସ୍ପଷ୍ଟ ପ୍ରୋଟୋକଲ୍ ପ୍ରସ୍ତୁତ କରିବାକୁ ସୁପ୍ରିମ୍ କୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

Don t erase EVM data while it s being verified SC tells poll panel

ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହାର ଶୁଣାଣି ହେବ। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ଆୟୋଗ ନିକଟରେ ନିର୍ବାଚନ ହୋଇଥିବା ସ୍ଥାନରୁ ଇଭିଏମର ଡାଟା ଡିଲିଟ୍ କରନ୍ତୁ ନାହିଁ କିମ୍ବା ସେଥିରେ ନୂତନ ଡାଟା ଲୋଡ୍ କରନ୍ତୁ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+