ଜାଣନ୍ତିକି ଟ୍ରେନ୍‌ର ଝରକା କଣ ପାଇଁ ଭିନ୍ନ ହୋଇଥାଏ?

ନୂଆଦିଲ୍ଲୀ: ଭାରତୀୟ ରେଳ ହେଉଛି ଏସିଆ ମହାଦେଶର ସବୁଠୁ ବଡ ରେଳ ନେଟୱାର୍କ । ପ୍ରତିଦିନ ଭାରତୀୟ ଟ୍ରେନରେ ୧୩ ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ ଯାତାୟତ କରିଥାନ୍ତି । କିନ୍ତୁ କେବେ ଧ୍ୟାନ ଦେଇଛନ୍ତି କି, ବଗିର ଗେଟ୍ ନିକଟରେ ଥିବା ଝରକା କାହିଁକି ଭିନ୍ନ ଧରଣର ହୋଇଥାଏ । ଯଦି ନା, ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ.. ଟ୍ରେନ୍‌ରେ ସ୍ଲିପର ଏବଂ ଜେନେରାଲ ବଗିର ଗେଟ୍ ନିକଟ ଦୁଇ ପାର୍ଶ୍ୱରେ ଦୁଇଟି ଝରକା ରହିଛି ।

train window

ଏହି ଝରକା ସତନ୍ତ୍ର ପ୍ରକାରର । ଏଥିରେ ଅଧିକ ରଡ୍‌ର ବ୍ୟବହାର କରାଯାଇଥାଏ । ଯାହା ଅନ୍ୟ କୌଣସି ଝରକାରେ ଲଗାଯାଇ ନଥାଏ । ଏହାର କାରଣ ହେଲା ଯେତେବେଳେ ଯାତ୍ରୀମାନେ ଶୋଇପଡି ଥାନ୍ତି ଗେଟ୍ ନିକଟ ଝରକାରୁ ଚୋର ସହଜରେ ଜିନିଷପତ୍ର ଚୋରି କରି ଖସି ପଳାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ରେଲୱେ ପକ୍ଷରୁ ଝରକାରେ ଅଧିକ ରଡ୍ ବ୍ୟବହାର କରାଯାଇଛି । ତେଣୁ ଏହି ଝରକା ଅନ୍ୟ ଝରକା ତୁଳନାରେ ସତନ୍ତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+