Health tips: ଓଜନ ହ୍ରାସ କରିବା ପାଇଁ ଖାଉଛନ୍ତି କି ରୁଟି?
ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଶରୀରରେ କାର୍ବୋହାଇଡ୍ରେଟ୍ର ମାତ୍ରା ଅଧିକ ହେଲେ ଶରୀରର ଓଜନ ବୃଦ୍ଧି ପାଇଥାଏ। ତେଣୁ ଲୋକେ କାର୍ବୋହାଇଡ୍ରେଟ୍ର ମାତ୍ରା କମ୍ ଥିବା ଖାଦ୍ୟ ଖାଇଥାଆନ୍ତି। ରୁଟିରେ କାବ୍ରୋହାଇଡ୍ରେଟ୍ର ପରିମାଣ କମ୍ ଥିବାରୁ ଅଧିକାଂଶ ଲୋକେ ଓଜନ ହ୍ରାସ ପାଇଁ ରୁଟି ଖାଇବାକୁ ଆରମ୍ଭ କରିଥାଆନ୍ତି। ମାତ୍ର ଦିନରେ କେତେ ପରିମାଣରେ ରୁଟି ଖାଇବା ଉଚିତ ଜାଣନ୍ତୁ ...
ରୁଟିରେ କାବ୍ରୋହାଇଡ୍ରେଟ୍ର ମାତ୍ରା କମ୍ ରହିଲେ ମଧ୍ୟ ଏଥିରେ ପ୍ରୋଟିନ ଓ ଫାଇବର ରହିଛି। ଏହି ଦୁଇଟି ପୋଷକ ତତ୍ତ୍ୱ ଶରୀର ପାଇଁ ଆବଶ୍ୟକ। ଗୋଟିଏ ରୁଟିରେ ୧୫ ଗ୍ରାମ କାର୍ବୋହାଇଡ୍ରେଟ୍, ୩ ଗ୍ରାମ ପ୍ରୋଟିନ ଓ ୦.୪ ଗ୍ରାମ ଫାଇବର ରହିଛି।













Click it and Unblock the Notifications