ନିଜ ବ୍ୟାଚଲର୍ ପାର୍ଟିରେ ସୋନାକ୍ଷୀ ସିହ୍ନାଙ୍କ ନିଆରା ଲୁକ୍
Sonakshi-Zaheer Wedding: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଜୁନ୍ 23'ରେ ବିବାହ କରିବା ପାଇଁ ଯାଉଛନ୍ତି । ହେଲେ ଏହି ଦମ୍ପତି ଏପର୍ଯ୍ୟନ୍ତ ନିଜ ବିବାହର ଅଫିସିଆଲ୍ ଘୋଷଣା କରିନାହାଁନ୍ତି, କିନ୍ତୁ ରାପର୍-ଗାୟକ ହନି ସିଂ ସେମାନଙ୍କ ବିବାହ ଖବରକୁ ନିଶ୍ଚିତ କରିଛନ୍ତି। ଏହାରି ମଧ୍ୟରେ ବିବାହ ପୂର୍ବରୁ ଏହି ଷ୍ଟାର କପଲ୍ ନିଜ ଘନିଷ୍ଠ ବନ୍ଧୁମାନଙ୍କ ସହି ବ୍ୟାଚେଲର୍ ପାର୍ଟି କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋନାକ୍ଷୀ ସୋମବାର ରାତିରେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ହୁମା ଖୁରେଶୀଙ୍କ ସହ ପାର୍ଟି କରିଥିଲେ। ସୋନାକ୍ଷୀ ମଧ୍ୟ ଏହି ପାର୍ଟିର ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀ ନିଜ ଗର୍ଲ ଗ୍ୟାଙ୍ଗ ସହ ବେଶ୍ ମସ୍ତି କରୁଥିବାର ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications