ୟୁପିରେ ଟ୍ରେନ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟ ଆରମ୍ଭ

Dibrugarh Express Train Derail: ଉତ୍ତରପ୍ରଦେଶର ଗୋଣ୍ଡାଠାରେ ଡିବ୍ରୁଗଡ ଏକ୍ସପ୍ରେସର 10-12 ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଯାତ୍ରୀଙ୍କ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ ।

Dibrugarh Express Train Derail

ସୂଚନାନୁସାରେ, ଗୋରଖପୁର ଦେଇ ଚଣ୍ତୀଗଡ଼ରୁ ଆସାମର ଦିବ୍ରୁଗଡ଼ ଯାଉଥିବା ଚଣ୍ତିଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । କୋଚଗୁଡିକ ଖସିଯିବା କାରଣରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ରେଳବାଇର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

en" dir="ltr">VIDEO | A few bogies of Dibrugarh Express derailed near UP's Gonda railway station earlier today. Details awaited. pic.twitter.com/SfJTfc01Wp

— Press Trust of India (@PTI_News) July 18, 2024

ଏଥିସହ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନ ଦୁର୍ଘଟଣାରେ କୌଣସି ମୃତାହତ ନେଇ ସୂଚନା ନାହିଁ । ଗୋରଖପୁର ରେଳ ବିଭାଗର ମୋଟିଗଞ୍ଜ ସୀମା ନିକଟରେ ଏହି ଦୁର୍ଘଟଣା ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+