ଏଠାରେ ଭକ୍ତଙ୍କୁ ପ୍ରସାଦ ଭାବରେ ଦିଆଯାଏ ସୁନାରୁପା !

ଯେ କୌଣସି ମନ୍ଦିରକୁ ଗଲେ ପ୍ରସାଦ ସରୂପ ଲଢ଼ୁ, ପେଡା, ଉଖୁଡା, ଫଳମୂଳ ଇତ୍ୟାଦି ମିଳିଥାଏ। ମାତ୍ର ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ପ୍ରସାଦ ଭାବେ ସୁନା, ରୂପା ଅଳଙ୍କାର ମିଳିଥାଏ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପିର ଭିନ୍ନ ମନ୍ଦିର ରହିଛି ମଧ୍ୟପ୍ରଦେଶର ରତଲାମ ସହରର ମାଣକରେ ।

Devotees are given gold

ଏଠାରେ ଥିବା ମା' ଲକ୍ଷ୍ମୀଙ୍କ ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ ଲାଗିଥାଏ। ଏଠାକୁ ଏତେ ସଂଖ୍ୟକ ଡ଼ଭି ଆସିଥାନ୍ତି କି ସେମାନେ ଦାନ କରୁଥିବା ଅଳଙ୍କାର ଏବଂ ଟଙ୍କାରେ ମା'ଙ୍କ ମୁହଁ ଦିଶେ ନାହିଁ । ଏପରିକି ମନ୍ଦିରକୁ ଫୁଲରେ ନୁହେଁ, ସୁନାରୁପା ଅଳଙ୍କାର ଏବଂ ଟଙ୍କାରେ ମଧ୍ୟ ସଜାଯାଇଥାଏ । ଭକ୍ତମାନେ ଏଠାକୁ ଆସିଲେ ଖାଲି ହାତରେ ଫେରନ୍ତି ନାହିଁ । ପ୍ରସାଦ ଭାବରେ କିଛି ନା କିଛି ଅଳଙ୍କାର ନେଇ ଯାଇଥାନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+