ମହାୟୁତିର ବଡ଼ ବିଜୟ: ଫଡନାଭିସ କହିଲେ ମୋଦି ଥିଲେ ସବୁ ସମ୍ଭବ
Maharashtra Assembly Election 2024: ମହାରାଷ୍ଟ୍ରରେ ମହାୟୁତି ଏକ ବଡ଼ ବିଜୟ ହାସଲ କରିବାକୁ ଯାଉଛି । ଏହା ଉପରେ ଦେବେନ୍ଦ୍ର ଫଡନାଭିସଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ଏକାଠି ଅଛୁ ତ ସୁରକ୍ଷିତ ଅଛୁ । ଯେଉଁଠି ମୋଦି ଅଛନ୍ତି ସେଠାରେ ସବୁ ସମ୍ଭବ ।













Click it and Unblock the Notifications