Get Updates
Get notified of breaking news, exclusive insights, and must-see stories!

'ବିକଶିତ ଭାରତ– ଜି.ରାମ.ଜି. ଆଇନର ସୁଫଳ ଦେଶବାସୀ ଖୁବ୍‍ଶୀଘ୍ର ପାଇବେ'

ବିକଶିତ ଭାରତ ଜି.ରାମ୍‍.ଜି. ଆଇନର ସୁଫଳ ଖୁବ୍‍ଶୀଘ୍ର ଦେଶବାସୀ ଲାଭ କରିବେ ବୋଲି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଦେଶର ଗ୍ରାମାଞ୍ଚଳରେ ଏହି ଆଇନ ନିଯୁକ୍ତି ଏବଂ ବିକାଶକୁ ପରିବର୍ତ୍ତନ କରିବାରେ ସହାୟକ ହେବ। ଉତ୍ତରପ୍ରଦେଶରେ ଲକ୍ଷ୍ନୌଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ରିଜିଜୁ କହିଛନ୍ତି, ଏହି ଆଇନ ଉପରେ ବିରୋଧୀ ଦଳ ଗୁଡ଼ିକ ଜନସାଧାରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଛନ୍ତି।

kiren

ମନରେଗା ଯୋଜନା ଦୁର୍ନୀତିର ପ୍ରତୀକ ପାଲଟିଥିବା ବେଳେ ଏହି ନୂତନ ଆଇନ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ସହ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+