Get Updates
Get notified of breaking news, exclusive insights, and must-see stories!

ମହିଳାଙ୍କୁ ବଡ ଉପହାର ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ମହିଳା ଦିବସରେ ଦିଲ୍ଲୀ ମହିଳାଙ୍କୁ ବଡ ଉପହାର ଦେବେ ରେଖା ସରକାର । ଆଜି ମହିଳାଙ୍କୁ ମିଳିପାରେ ଖୁସି ଖବର । ସନ୍ଧ୍ୟାରେ ବଡ ଘୋଷଣା କରିପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ମହିଳାଙ୍କ ଖାତାକୁ ଯିବ ୨୫୦୦ ଟଙ୍କା । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରତି ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବା ନେଇ ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।

rekha gupta

ତେବେ ଆଜି ମହିଳା ଦିବସ ଥିବାରୁ ମୁଖ୍ୟମନ୍ତ୍ରୀ 'ମହିଳା ସମୃଦ୍ଧି ଯୋଜନା'ର ଶୁଭାରମ୍ଭ କରିପାରନ୍ତି । କାରଣ ଆଜି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । କୁହାଯାଉଛି କ୍ୟାବିନେଟ୍ ବୈଠକରେ ମହିଳାଙ୍କ ପାଇଁ ଏହି ଯୋଜନା ଉପରେ ମୋହର ବାଜିପାରେ । ବିଶ୍ବ ମହିଳା ଦିବସ ଅବସରରେ ଏହି ବଡ ଘୋଷଣା କରି ଦିଲ୍ଲୀ ମହିଳାଙ୍କୁ ଖୁସି କରାଇ ପାରନ୍ତି ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାସହ ନିର୍ବାଚନୀ ପ୍ରତିଶ୍ରୁତି ବି ପାଳନ କରିବେ ରେଖା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+