ରାଜଧାନୀରେ ହାଡଭଙ୍ଗା ଶୀତ: ଦିଲ୍ଲୀ ତାପମାତ୍ରା ୨.୨ ଡିଗ୍ରି ସେଲ୍‌ସିୟସ୍‌

ରାଜଧାନୀରେ ହାଡଭଙ୍ଗା ଶୀତ: ଦିଲ୍ଲୀ ତାପମାତ୍ରା ୨.୨ ଡିଗ୍ରି ସେଲ୍‌ସିୟସ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହାଡଭଙ୍ଗା ଶୀତ । ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି । ଅତ୍ୟଧିକ ଥଣ୍ତାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତର ଭାରତରେ ପ୍ରବଳ ଥଣ୍ତା ଜାରି ରହିଛଇ । ରାଜଧାନୀ ଦିଲ୍ଲୀର କେତେକ ସ୍ଥାନରେ ରାତିର ତାପାମାତ୍ରା ୫ ଡିଗ୍ରି ସେଲ୍‌ସିୟସ୍‌ ତଳେ ରହିଛି । ପ୍ରବଳ ଥଣ୍ତା ସହ କୁହୁଡିର ପ୍ରବାହ ମଧ୍ୟ ଜାରି ରହିଛି । ସେହିପରି ଦିଲ୍ଲୀର ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ଆଗାମୀ କିଛି ଦିନ ପାଇଁ ଏପରି ପାଗ ଜାରି ରହିବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।

Delhi Weather

ଘନ କୁହୁଡି ପାଇଁ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉ ନାହିଁ ଫଳରେ ଟ୍ରାଫିକ୍ ସମସ୍ୟା ଦେଖିବା ପାଇଁ ମିଳୁଛି । ଜାନୁଆରୀ ୨୦ ପର୍ଯ୍ୟନ୍ତ ସ୍ଥିତି ଏପରି ରହିବ ବୋଲି ସୂଚନା ରହିଛି । ସେପଟେ କୁହୁଡି ପାଇଁ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ପ୍ରାୟ ୩୬ଟି ଟ୍ରେନ୍ ବିଳମ୍ବରେ ଚାଲୁଛି । ସେହିପରି ପ୍ରାୟ ୩୪ଟି ଘରୋଇ ବିମାନ ଉଡାଣରେ ବିଳମ୍ବ ହୋଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+