Get Updates
Get notified of breaking news, exclusive insights, and must-see stories!

ମାର୍ଚ୍ଚ ୮ରୁ ଏମାନଙ୍କୁ ସରକାର ଦେବେ ୨୫୦୦ ଟଙ୍କା!

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିଜେପି ମହିଳା ସମ୍ମାନ ଯୋଜନା ଘୋଷଣା କରିଥିଲା ଏବଂ କହିଥିଲା ଯେ, ଯଦି ତାଙ୍କ ଦଳ ସରକାର ଗଠନ କରେ ତେବେ ମହିଳାଙ୍କୁ ପ୍ରତି ମାସରେ ୨୫ଶହ ଟଙ୍କା ଦେବ। ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ, ଆଜି ମହିଳା ସମ୍ମାନ ଯୋଜନାର ପଞ୍ଜିକରଣ ତାରିଖ ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ, ଏହି ଯୋଜନା ପାଇଁ ପଞ୍ଜୀକରଣ ମାର୍ଚ୍ଚ ୮ ରୁ ଆରମ୍ଭ ହେବ। ବିଜେପି ନେତା ମନୋଜ ତିୱାରୀ ରବିବାର ଏହି ଘୋଷଣା କରିଛନ୍ତି।

Delhi to roll out Rs 2 500 financial aid for women on International Women s Day

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦିଲ୍ଲୀରେ ମହିଳା ସମ୍ମାନ ଯୋଜନା ଆରମ୍ଭ କରାଯାଇପାରିବ। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଯୋଜନା ମହିଳା ଦିବସ ଅର୍ଥାତ୍ ୮ ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଏବଂ ଏହି ଦିନ ଠାରୁ ମହିଳାଙ୍କ ଆକାଉଣ୍ଟକୁ ୨୫ ଶହ ଟଙ୍କା ପଠାଯିବ। ଏହା ମଧ୍ୟ କୁହାଯାଉଛି ଯେ ଦିଲ୍ଲୀ ସରକାର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏହି ଯୋଜନା ଆରମ୍ଭ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+