ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ବିମାନ ଚଳାଚଳ ବାଧାପ୍ରାପ୍ତ

ଲଗାଣ ବର୍ଷାରେ ବେହାର ରାଜଧାନୀ ଦିଲ୍ଲୀ । ଗତକାଲି ରାତିରୁ ଦିଲ୍ଲୀ ଏବଂ ଏନସିଆର ସମେତ ଅଧିକାଂଶ ସ୍ଥାନରେ ଲାଗି ରହିଛି ବର୍ଷା । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ବିପଯ୍ୟସ୍ଥ ହୋଇପଡିଛି । ଗମନା ଗମନ ପାଇଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ଗତକିଛି ଦିନ ହେଲା ଦିଲ୍ଲୀରେ ବର୍ଷା ହୋଇନଥିଲା । ଗତକାଲି ରାତିରେ ହାଲୁକା ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳେ ପ୍ରବଳ ବର୍ଷା ହୋଇଛି ।

rain

ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରାୟ ୧୦୫ଟି ବିମାନର ଉଡାଣରେ ବିଳମ୍ବ ହୋଇଛି । ଇଣ୍ଡିଗୋ-ସ୍ପାଇସ ଜେଟ୍ ନିଜ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ସେପଟେ ହରିୟାଣ ଅନେକ ଅଂଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷ ପାଇଁ ହିମାଚଳ ପ୍ରଦେଶକୁ ସତର୍କ ସୂଚନା ଜାରି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+