ଆପ୍ ଉପରେ ବଡ଼ ଆରୋପ ଲଗାଇଲା ବିଜେପି

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଘୋଷଣା କରିନାହାନ୍ତି, କିନ୍ତୁ ଶାସକ ଆମ୍ ଆଦମୀ ପାର୍ଟିଠାରୁ ଆରମ୍ଭ କରି ମୁଖ୍ୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଦଳଙ୍କ ମଧ୍ୟରେ ଏବେଠାରୁ ବଳ କଷାକଷି ଆରମ୍ଭ ହୋଇଯାଇଛି । ତେବେ ଚର୍ଚ୍ଚାର ବିଷୟ ହୋଇଛି ଭୋଟର ତାଲିକାରେ ଥିବା ଶହ ଶହ ଜାଲ ଭୋଟରଙ୍କୁ ନେଇ । ଏଥିପାଇଁ ବିଜେପି ପକ୍ଷରୁ ଆପକୁ ଟାର୍ଗେଟ କରାଯାଇଛି ।

voter list

ଆମ୍ ଆଦମୀ ପାର୍ଟି ଦିଲ୍ଲୀର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ନକଲି ଭୋଟରଙ୍କ ନାମ ଯୋଡ଼ି ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗ କରି ବିଜେପି ଆପକୁ ଟାର୍ଗେଟ କରିଛି । ଏନେଇ ବିଜେପି ପକ୍ଷରୁ ଦିଲ୍ଲୀ ପୁଲିସ ଓ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଦିଲ୍ଲୀର ମୋତି ନଗର ବିଧାନସଭାର କରମପୁରା ଡିଭିଜନରେ ଘର ନଥିବା ସ୍ଥାନରେ ୨୬ ଜଣଙ୍କ ନାମ ଭୋଟର ତାଲିକାରେ ଯୋଡାଯାଇଛି ବୋଲି ବିଜେପି ଦାବି କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+