ବିହାର ପରେ ଦିଲ୍ଲୀରେ ହେବ ଏସଆଇଆର୍

ବିହାର ପରେ ଦିଲ୍ଲୀରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ- ଏସଆଇଆର୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ କମିସନ ୨୦୦୨ ମସିହାର ଭୋଟର ତାଲିକାକୁ ନିର୍ବାଚନମଣ୍ଡଳୀ ସହ ମିଶାଇ ୱେବସାଇଟରେ ଅପଲୋଡ୍ କରିଛନ୍ତି । ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

SIR

ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ପୂର୍ବରୁ ନିର୍ବାଚନ କମିସନ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ ଡାକି ପ୍ରସ୍ତୁତ ରହିବାକୁ କହିଥିଲେ । ସାରା ଦେଶରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ଚଳିତ ମାସ ଶେଷ କିମ୍ୱା ଆସନ୍ତା ମାସ ଆରମ୍ଭରେ ଘୋଷଣା କରାଯିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+