Get Updates
Get notified of breaking news, exclusive insights, and must-see stories!

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ; ୧୦ହଜରାରୁ ଅଧିକ ସୁରକ୍ଷା କର୍ମୀ ମୃତୟନ

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀରେ ୧୦ହଜରାରୁ ଅଧିକ ସୁରକ୍ଷା କର୍ମୀ ମୃତୟନ ହୋଇଛନ୍ତି । ଟ୍ରାଫିକ୍‍ ପରିଚାଳନା ପାଇଁ ପ୍ରାୟ ୩ହଜାର କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ଅନେକ ରୁଟ୍‍ ରେ ଗତପଥ ପରିବର୍ତ୍ତନ କରାଯାଇଛି ।

ଏହାସହିତ ଭାରି ଯାନବାହାନ ପ୍ରବେଶ ନିଷିଦ୍ଧ କରାଯିବ । ଲାଲକିଲ୍ଲା, ଇଣ୍ଡିଆ ଗେଟ୍‍, ରାଜଘାଟ ଭଳି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ନିମନ୍ତ୍ରିତ ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ସ୍ୱାଧୀନତା ଦିବସ ପାଳନର ପରେଡ ଅଭ୍ୟାସ ଯୋଗୁଁ ପୁଲିସ ଲାଲକିଲ୍ଲା ଚାରିପାଖର ରାସ୍ତା ବଦଳାଇ ଦିଆଯାଇଛି ।

Delhi on high alert ahead of Independence Day

ବୋମା, ଅସ୍ତ୍ରଶସ୍ତ୍ର ଇତ୍ୟାଦି ଯାଞ୍ଚ କରିବା ପାଇଁ ଲାଲକିଲ୍ଲା ଅଞ୍ଚଳର ପାର୍କିଂରେ ଥିବା ଯାନବାହାନ ତଳେ ସର୍ବେକ୍ଷଣ ପ୍ରଣାଳୀ ପ୍ରଥମ ଥର ପାଇଁ ସ୍ଥାପନ କରାଯାଇଛି । ଅବୈଧ ଅନୁପ୍ରବେଶ ଉପରେ କଡା ନଜର ରଖିବା ପାଇଁ ସିସିଟିଭି ବ୍ୟବସ୍ଥା ହୋଇଛି । ପୁଲିସ ଡ୍ରୋନ୍‍ ଦ୍ୱାରା ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଛି । ଏହାସହିତ ସାଇବର ଟିମ୍‍ ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖିଛନ୍ତି । ଫଳରେ ବିବାଦୀୟ ପୋଷ୍ଟ ମାଧ୍ୟମରେ ବିଭ୍ରାନ୍ତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+