Delhi Lok Sabha Election 2024: ପରିବାର ସହ ଭୋଟ୍ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

Delhi Lok Sabha Election 2024: ଶନିବାର ଦିନ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ମତଦାନ ଜାରି ରହିଛି । ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପରିବାର ସହ ମତଦାନ ବୁଥରେ ପହଞ୍ଚି ଭୋଟ୍ ଦେଇଛନ୍ତି। ମତଦାନ ପରେ ସେ କହିଛନ୍ତି, ଅତ୍ୟଧିକ ଗରମ ହେଉଛି,ହେଲେ ଭୋଟ୍ ଦେବା ଅତ୍ୟନ୍ତ ଜରୁରି ।

Delhi Lok Sabha Election 2024

ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ସେ ଅପିଲ କରିଛନ୍ତି । ସେ କହିଛନ୍ତି ଏକଛତ୍ରବାଦୀ ଶାସନ, ମୁଦ୍ରାସ୍ଫୀତି ଏବଂ ବେକାରୀ ବିରୋଧରେ ଲୋକମାନେ ଆଜି ଭୋଟ୍ ଦେବା ଜରୁରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+