ଦିଲ୍ଲୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି ,ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ମିଳିବ ୭ କୋଟି ଟଙ୍କା

ଦିଲ୍ଲୀ ସରକାର ମୁଖ୍ୟମନ୍ତ୍ରୀ କ୍ରୀଡା ପ୍ରୋତ୍ସାହନ ଯୋଜନା ଅଧୀନରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ମନ୍ତ୍ରୀ ଆଶିଷ ସୁଦ ସୂଚନା ଦେଇଛନ୍ତି ଯେ, ଅଲିମ୍ପିକ୍ସର ବିଜେତାଙ୍କ ପାଇଁ ସରକାରଙ୍କ ଦ୍ୱାରା ନଗଦ ପୁରସ୍କାର ବୃଦ୍ଧି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଆଶିଷ ସୁଦ କହିଛନ୍ତି ଯେ ଅଲିମ୍ପିକ୍ସ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ ସାତ କୋଟି ଟଙ୍କା, ରୌପ୍ୟ ପଦକ ଜିତିଥିବା ଖେଳାଳିଙ୍କୁ ପାଞ୍ଚ କୋଟି ଟଙ୍କା ଏବଂ କାଂସ୍ୟ ପଦକ ଜିତିଥିବା ଖେଳାଳିଙ୍କୁ ତିନି କୋଟି ଟଙ୍କା ପ୍ରଦାନ କରାଯିବ।

rekha gupta

ଆହୁରି ମଧ୍ୟ କହିଛନ୍ତି ଯେ, ଅଲିମ୍ପିକ୍ସ କ୍ରୀଡାରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ଜିତିଥିବା ଖେଳାଳି ମାନଙ୍କୁ ଗ୍ରୁପ୍ A ଚାକିରି ଏବଂ କାଂସ୍ୟ ପଦକ ବିଜେତାଙ୍କୁ ଦିଲ୍ଲୀ ସରକାର ଗ୍ରୁପ୍ B ଚାକିରି ପ୍ରଦାନ କରିବେ। ସୂଚନାଥାଉକି,ଯେ ପୂର୍ବରୁ ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳି ମାନଙ୍କୁ ଦିଲ୍ଲୀ ସରକାର ତିନି କୋଟି, ଦୁଇ କୋଟି ଏବଂ ଏକ କୋଟି ଟଙ୍କା ପ୍ରଦାନ କରୁଥିଲେ। କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+