ଭୁଶୁଡ଼ିଲା ଦିଲ୍ଲୀ ଗୋକୁଳପୁରୀ ମେଟ୍ରୋ ଷ୍ଟେସନର ଏକ ଅଂଶ, ୪ ଆହତ

Delhi News: ଗୁରୁବାର ଦିଲ୍ଲୀର ଗୋକୁଳପୁରୀ ମେଟ୍ରୋ ଷ୍ଟେସନ କମ୍ପ୍ଲେକ୍ସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଷ୍ଟେସନର କାନ୍ଥର ଗୋଟିଏ ପାର୍ଶ୍ୱ ସ୍ଲାବ୍ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି ଏବଂ ଜଣେ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି ।

 Gokulpuri Metro Station

ଡିସିପି ଜୟ ତିର୍କୀଙ୍କ ସୂଚନା ଅନୁସାରେ, ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । JCB ଏବଂ କ୍ରେନ୍ ସାହାଯ୍ୟରେ ଭଗ୍ନାବଶେଷକୁ ହଟାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଏବଂ ମେଟ୍ରୋ କର୍ମଚାରୀ ଉପସ୍ଥିତ ଅଛନ୍ତି। ଡିସିପି ଉତ୍ତର ପୂର୍ବ ଅନୁଯାୟୀ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି । ଆଜି ସକାଳ ପାଖାପାଖି ୧୧ଟା ସମୟରେ ଏଦି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+