ଫେବ୍ରୁଆରୀ ୫ରେ ଦିଲ୍ଲୀ ନିର୍ବାଚନ, ବିଜେପି ଜାରି କଲା ଷ୍ଟାର ପ୍ରଚାରକ ତାଲିକା

Delhi Assembly Elections: ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କ ଭଳି ବଡ଼ ନେତାଙ୍କ ନାମ ରହିଛି।

କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡକରୀ, ପୀୟୁଷ ଗୋୟଲ, ଶିବରାଜ ସିଂହ ଚୌହାନ ମଧ୍ୟ ଷ୍ଟାର ପ୍ରଚାରକଙ୍କ ତାଲିକାରେ ସାମିଲ ଅଛନ୍ତି। ଏହି ତାଲିକାରେ ମନୋଜ ତିୱାରୀ, ଦିନେଶ ଲାଲ ଯାଦବ, ହେମା ମାଳିନୀ, ରବି କିଶନ, ହଂସରାଜ ହଂସ, ସ୍ମୃତି ଇରାନୀ ଭଳି ଅନେକ ଫିଲ୍ମ ତାରକାଙ୍କ ନାଁ ମଧ୍ୟ ରହିଛି ।

ଫେବୃଆରୀ ୫ରେ ଦିଲ୍ଲୀରେ ମତଦାନ ଅନୁଷ୍ଠିତ ହେବ ଏବଂ ଭୋଟ ଗଣତି ଫେବୃଆରୀ ୮ରେ ହେବ। ବିଜେପିର ଚତୁର୍ଥ ତାଲିକା କେବେ ଆସିବ ସେ ବିଷୟରେ ରାଜନୈତିକ ମହଲରେ ଅପେକ୍ଷା ରହିଛି। ଏହା ବିଜେପିର ଶେଷ ତାଲିକା ହେବ, ଯେଉଁଥିରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ରହିବ। ବର୍ତ୍ତମାନ ଦଳ ତାର ଷ୍ଟାର ପ୍ରଚାରକଙ୍କ ନାମ ତାଲିକା ପ୍ରକାଶ କରିଛି ।

Delhi Assembly Elections

ନରେନ୍ଦ୍ର ମୋଦି
ଜେ.ପି ନଡ୍ଡା
ରାଜନାଥ ସିଂହ
ଅମିତ ଶାହ
ନୀତିନ ଗଡକରୀ
ପୀୟୁଷ ଗୋୟଲ
ଶିବରାଜ ସିଂହ ଚୌହାନ
ମନୋହର ଲାଲ ଖଟ୍ଟର
ଧର୍ମେନ୍ଦ୍ର ପ୍ରଧାନ
ସର୍ଦ୍ଦାର ହରଦୀପ ସିଂହ ପୁରୀ
ଗିରିରାଜ ସିଂହ
ଯୋଗୀ ଆଦିତ୍ୟନାଥ
ଦେବେନ୍ଦ୍ର ଫଡନାଭିସ୍
ହିମନ୍ତ ବିଶ୍ୱ ଶର୍ମା
ଡକ୍ଟର ମୋହନ ଯାଦବ
ପୁଷ୍କର ସିଂହ ଧାମି
ଭଜନ ଲାଲ ଶର୍ମା
ନାୟବ ସିଂହ ସାଇନି
ବୀରେନ୍ଦ୍ର ସଚଦେବ
ବୈଜୟନ୍ତ ଜୟ ପଣ୍ଡା
ଅତୁଲ ଗର୍ଗ
ଡକ୍ଟର ଆକଲା ଗୁର୍ଜର
ହର୍ଷ ମାଲହୋତ୍ରା
କେଶବ ପ୍ରସାଦ ମୌର୍ଯ୍ୟ
ପ୍ରେମ ଚାନ୍ଦ ବୈରୱା
ସମ୍ରାଟ ଚୌଧୁରୀ
ଡକ୍ଟର ହର୍ଷ ବର୍ଦ୍ଧନ
ହଂସ ରାଜ ହଂସ
ମନୋଜ ତିୱାରୀ
ରାମବୀର ସିଂହ ବିଧୁରୀ
ଯୋଗେନ୍ଦ୍ର ଚାଣ୍ଡୋଲିଆ
କମଲଜିତ ସେହରାୱତ
ପ୍ରବୀଣ ଖଣ୍ଡେଲୱାଲ
ବଂଶୀ ସ୍ୱରାଜ
ସ୍ମୃତି ଇରାନୀ
ଅନୁରାଗ ଠାକୁର
ହେମା ମାଳିନୀ
ରବି କିଷାନ
ଦିନେଶ ଲାଲ ଯାଦବ
ସର୍ଦ୍ଦାର ରାଜା ଇକବାଲ ସିଂହ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+