Delhi Election Counting Date: ଆସନ୍ତାକାଲି ଦିଲ୍ଲୀରେ କେତେବେଳେ ଆରମ୍ଭ ହେବ ଭୋଟ ଗଣନା
Delhi Election Counting Date: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳର ଆସନ୍ତାକାଲି ଅର୍ଥାତ୍ 8 ଫେବୃଆରୀ 2025ରେ ପ୍ରକାଶ ପାଇବ । ସମସ୍ତ ଇଭିଏମଗୁଡ଼ିକୁ 19ଟି ସ୍ଥାନରେ ନିର୍ମିତ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ଏହି 19 ଟି ସ୍ଥାନରେ ଭୋଟ ଗଣତି ମଧ୍ୟ ହେବ। ଫେବୃଆରୀ 8 ତାରିଖ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ।

ପ୍ରଥମେ, ଭୋଟ ବାକ୍ସ ଅର୍ଥାତ୍ ଭୋଟଦାନ ଦିନ ପୂର୍ବରୁ ବାଲଟ୍ ପେପର ମାଧ୍ୟମରେ ଭୋଟ ଦେଇଥିବା ସରକାରୀ କର୍ମଚାରୀ, ବୟସ୍କ ଏବଂ ଦିବ୍ୟାଙ୍ଗ ଲୋକଙ୍କ ଭୋଟ ଗଣନା ଆରମ୍ଭ ହେବ। ଏଥିପାଇଁ ପ୍ରାୟ ଅଧ ଘଣ୍ଟାରୁ ଗୋଟିଏ ଘଣ୍ଟା ସମୟ ଲାଗିବ। ଏହା ପରେ ତୁରନ୍ତ EVM ଗୁଡ଼ିକ ଖୋଲାଯିବା ନେଇ ସୂଚନା ରହିଛି।












Click it and Unblock the Notifications