Exit Poll : କିଏ ଦଖଲ କରିବ ଦିଲ୍ଲୀ ?
ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ନା ନରେନ୍ଦ୍ର ମୋଦିଙ୍କ ଭାଜପା... କିଏ ଦଖଲ କରିବ? ଦିଲ୍ଲୀ ବିଧାନସଭାର ୭୦ଟି ଆସନରେ କିଏ ଜିତିବ ସେ ସମ୍ପର୍କରେ ଏକଜିଟ ପୋଲର ଭିନ୍ନ ଭିନ୍ନ ଫଳାଫଳ ଆସୁଛି। ଭୋଟ ଗଣତି ପୂର୍ବରୁ ଆସୁଥିବା ଏକଜିଟ ପୋଲର ସଂଖ୍ୟା ବହୁତ କମ ସଠିକ ହୋଇଛି। ଏପରି ପରିସ୍ଥିତିରେ, ଆସନ୍ତୁ ଏହି ଜାଣିବା ଯେ ଦିଲ୍ଲୀ ଦଙ୍ଗଲରେ କିଏ କରିବ ବାଜିମାତ୍

ଭିନ୍ନ ସଂସ୍ଥା ପକ୍ଷରୁ ଚକିତ କରିବା ଭଳି ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ବାଜି? ପୁଣି କ୍ଷମତା ବଜାୟ ରଖିବ ଆମ୍ ଆଦମୀ ପାର୍ଟି ନା ଦୀର୍ଘ ବର୍ଷ ପରେ କମ୍ ବ୍ୟାକ୍ କରିବ ଭାରତୀୟ ଜନତା ପାର୍ଟି (BJP) । ବିଭିନ୍ନ ସଂସ୍ଥା ପକ୍ଷରୁ ଚକିତ କରିବା ଭଳି ଏକଜିଟ୍ ପୋଲ ସାମ୍ନାକୁ ଆସିଛି ।
ମୋଟ ଆସନ ସଂଖ୍ୟା ୭୦
ପିପୁଲ୍ସ ଇନସାଇଟ୍: ପିପୁଲ୍ସ ଇନସାଇଟ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଏଥର ଦିଲ୍ଲୀରେ ବିଜେପି ସରକାର କରିପାରେ । ୭୦ ଆସନରୁ ବିଜେପିକୁ ୪୦-୪୪ ସିଟ୍ ମିଳୁଥିବା ବେଳେ ସରକାରରେ ଥିବା ଆମ୍ ଆଦମୀ ପାର୍ଟିକୁ ଲାଗିବାକୁ ଯାଉଛି ଶକ୍ତ ଝଟ୍କା । ଆପ୍କୁ ୨୫-୨୯ ସିଟ୍ ମିଳିବାକୁ ଯାଉଥିବା ପିପୁଲ୍ସ ଇନସାଇଟ୍ ଆକଳନ କରିଛି । ସେହିଭଳି କଂଗ୍ରେସ ଖାତା ବି ଖୋଲିବାକୁ ସକ୍ଷମ ହେଉନି ।












Click it and Unblock the Notifications