ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଚାଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ବହୁମତ ହାସଲ କରିଛି। ଭାଜପା ୫୦ଟି ଆସନରେ ଆଗୁଆ ଅଛି। ଶାସକ ଏଏପି ୧୯ଟି ଆସନରେ ଆଗୁଆ ଅଛି। କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି ।