Delhi Election 2025: ନୂଆଦିଲ୍ଲୀ ବିଧାନସଭା ଆସନରୁ ପଛରେ ଅରବିନ୍ଦ କେଜରିୱାଲ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରାରଭାଜପା ୪୫ଟି ଆସରେ ଆଗୁଆ ଥିବାବେଳେ ଆପ୍ ୨୫ଟି ଆସନରେ ଆଗୁଆ ଅ ଛି। କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ଆସନରେ ଆଗୁଆ ନାହିଁ। ମ୍ଭିକ ଟ୍ରେଣ୍ଡରେ, ଭାଜପା ମ୍ୟାଜିକ୍ ନମ୍ବର ଅତିକ୍ରମ କରିଥିବାବେଳେ ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ଆପ୍ ଦଳର ସଂଯୋଜକ ଅରବିନ୍ଦ କେଜରିୱାଲ ନିଜେ ନୂଆଦିଲ୍ଲୀ ବିଧାନସଭା ଆସନରୁ ପଛରେ ଅଛନ୍ତି।

ଏହି ନିର୍ବାଚନରେ, ଆମ ଆଦମୀ ପାର୍ଟି ଲଗାତାର ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବାର ଦାବି କରୁଛି। ଭାଜପା ତା'ର ୨୭ ବର୍ଷର ମରୁଡ଼ିର ଅନ୍ତ ପାଇଁ ଅପେକ୍ଷା କରିଥିଲା। ଗତ ନିର୍ବାଚନରେ, ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି ୭୦ଟି ଆସନରୁ ୬୨ଟି ଜିତିଥିଲା। ଭାଜପା ୮ଟି ଆସନ ପାଇଥିଲା ଏବଂ କଂଗ୍ରେସ ତା'ର ଖାତା ମଧ୍ୟ ଖୋଲିପାରି ନ ଥିଲା।












Click it and Unblock the Notifications