Delhi Coaching Centre Flood: ଆଉ ଗିରଫ ହେଲେ ୫

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଓଲ୍ଡ ରାଜିନ୍ଦର ନଗରରେ ଥିବା ସ୍ଥିତ IAS କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଉ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଏହାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଚିଂ ସେଣ୍ଟରର ମାଲିକ, ଥର ଗାଡି ଚଳାଇ କୋଚିଂ ସେଣ୍ଟରର ଗେଟ୍‌ ନଷ୍ଟ କରିଥିବା ବ୍ୟକ୍ତି ସାମିଲ ଅଛନ୍ତି।

Delhi Coaching Centre Flood

ଏହି ପୂରା ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ପ୍ରତିଶ୍ରୁତି ଦେଇଛି। ଅନ୍ୟପଟେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନମୁଡ୍‌କୁ ଆସିଛି ପ୍ରଶାସନ। କୋଚିଂ ସେଣ୍ଟର ଆଖପାଖରେ ବୁଲିସ ବୁଲଡୋଜର। ଏଥିପାଇଁ ପୁଲିସ ମଧ୍ୟ ଅନୁମତି ଦେଇସାରିଛି। କୋଚିଂ ସେଣ୍ଟର ଆଖପାଖର ଜବରଦଖଲ ଉଚ୍ଛେଦ କରିବା ପାଇଁ ଘଟଣାସ୍ଥଳରେ ୫ଟି ବୁଲଡୋଜର ପହଞ୍ଚିଛି। ଏମ୍‌ଡିସି ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+