Get Updates
Get notified of breaking news, exclusive insights, and must-see stories!

କେଜ୍ରିୱାଲଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କହିଲେ....

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କଟାକ୍ଷ । ଏକ ଟିଭି ସାକ୍ଷାତାକର କାର୍ଯ୍ୟକ୍ରମରେ ରେଖା କହିଛନ୍ତି ସେ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ନୁହଁନ୍ତି ଯିଏ ଶିଶମହଲରେ ରହୁଥିବେ । ସେ ଜଣେ ସାଧାରଣ ମଣିଷ ଓ ସାଧାରଣ ଜନତାଙ୍କ ପାଇଁ । ତାଙ୍କ ସହ ଏକାଠି କାମ କରିବାରେ ରୁଚି ରଖେ ।

Arvind Kejriwal

୨୪ଘଣ୍ଟା ୭ଦିନ କାମ କରିବାକୁ ସେ ସକ୍ଷମ, ଜନତାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ପ୍ରତିଶ୍ରୁତିବଦ୍ଧ । ଏଥିସହ ବିଭିନ୍ନ ପ୍ରସଙ୍ଗ ଉଠାଇ ପୂର୍ବତନ ଆପ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରେଖା । ଶିଶମହଲ୍ ଯାହା ଏଥରକ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପାଇଁ ବ୍ରହ୍ମାସ୍ତ୍ର ସାଜିଥିଲା । ଯାହାକୁ ପ୍ରସଙ୍ଗ କରି କେଜ୍ରିୱାଲଙ୍କୁ ଶାଣିତ ଆକ୍ରମଣ କରିବା ସହ ଆପକୁ ଅନେକ ବାର ଘେରିଥିଲା । ତେବେ ସରକାର ବଦଳିଛି ବିଜେପି କ୍ଷମତାକୁ ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+