କୃଷକଙ୍କ 'ଦିଲ୍ଲୀ ଚଲୋ' ଆନ୍ଦୋଳନ: ଚାଷୀଙ୍କୁ ଉଠାଇ ନେଲା ପୋଲିସ

Delhi Chalo March: ପଞ୍ଜାବ-ହରିୟାଣା ସୀମାରେ ଥିବା ଶମ୍ଭୁ ସୀମାରେ ବିରୋଧ କରୁଥିବା କୃଷକମାନେ ଆଜି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି। କୃଷକ ସଂଗଠନ ଏହାକୁ 'ଦିଲ୍ଲୀ ଚଲୋ'ର ନାଁ ଦେଇଛନ୍ତି । କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ନୋଏଡାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିନା ଅନୁମତିରେ ଚାଷୀଙ୍କୁ ଦିଲ୍ଲୀ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ ନିର୍ଦ୍ଦେଶ ଜାରି କରିଛି ।

ହେଲେ ଖବର ରହିଛି ଗ୍ରେଟର ନୋଏଡାର ପରିଚୌକ ଠାରେ ଦିଲ୍ଲୀ ଚଲୋ ପଦଯାତ୍ରା କରୁଥିବା କୃଷକମାନଙ୍କୁ ପୋଲିସ ଗିରଫ କରିଛି।' ପୋଲିସ ବ୍ୟାରିକେଡ ଉପରେ କୃଷକ ଚଢି ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖିବା ପାଇଁ ମିଳୁଛି । ପୋଲିସ ଏହାକୁ ଆନ୍ଦୋଳନକାରୀଙ୍କ ଉପରେ ସ୍ପ୍ରେ କରୁଛି, ଯେପରି କେହି ବ୍ୟାରିକେଟ୍ ଆଗକୁ ନ ଆସି ପରନ୍ତୁ ।

Delhi Chalo March
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+